India Vs South Africa

ଭାରତ ତରଫରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏପ୍ରିଲ 26 ହେବାକୁ ଥିବା ବଧିର କ୍ରିକେଟ ମ୍ୟାଚ ପାଇଁ ବିବେଚିତ ହୋଇଥିବା ଓଡ଼ିଶାର ସନ୍ତୋଷ କୁମାର ମହାପାତ୍ର ଓ ଶିବୁ ନନ୍ଦଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଅଭିନନ୍ଦନ ।

Social Security & Empowerment of Persons With Disabilities Department of Government of Odisha

Share the Post: